Read here Inspiring Attitude Quotes in Odia. ମଣିଷର ସ୍ୱଭାବ ବିଷୟରେ ମୂଲ୍ୟବୋଧ କଥା ଓଡ଼ିଆରେ ପଢ଼ନ୍ତୁ।
Quote #1
“ଆମର ଜୀବନ ହେଉଛି ତାହା ଯାହା ଆମେ ଅନ୍ୟ ସାମ୍ନାରେ ଦେଖେଇ ହେଉ। ସେଥିପାଇଁ ଆମକୁ ସତର୍କ ରହିବା ଆବଶ୍ୟକ।”
― Kurt Vonnegut

Quote #2
“ସବୁକିଛି ଆମର ପସନ୍ଦ ନାପସନ୍ଦ ଉପରେ ନିର୍ଭର କରେ। ଆମେ ଯେମିତି ହେବାକୁ ଚାହୁଁ ତାହା ହିଁ ହେଉ | ତେଣୁ, ଆମେ ଯାହା ହେବାକୁ ବାଛିବା , ସତର୍କତାର ସହ ବାଛିବା।”
― Roy T. Bennett

Quote #3
“EXPLANATION ଦେବାରେ ନିଜର ସମୟ ନଷ୍ଟ କରନ୍ତୁ ନାହିଁ: ଲୋକମାନେ କେବଳ ତାହା ଶୁଣନ୍ତି ଯାହା ସେ ଶୁଣିବାକୁ ଚାହାଁନ୍ତି।”
― Paulo Coelho

Quote #4
“ତୁମର ଖୁସି ତୁମର ମାନସିକତା ଏବଂ ମନୋଭାବ ଉପରେ ନିର୍ଭର କରେ।”
― Roy T. Bennett

Quote #5
“ତୁମର ଜୀବନ ତାହା, ଯାହା ତୁମର ଚିନ୍ତାଧାରା।”
― Marcus Aurelius

Quote #6
“ତୁମ ସହିତ କ’ଣ ଘଟୁଛି ତୁମେ ତାକୁ ନିୟନ୍ତ୍ରଣ କରିପାରିବ ନାହିଁ | କିନ୍ତୁ ତୁମେ ତୁମର ଚିନ୍ତାଧାରାକୁ ନିୟନ୍ତ୍ରଣ କରିପାରିବ।”
― Roy T. Bennett

Quote #7
“ଆମର ସୁଖ ବା ଦୁଃଖ ଆମ ପରିସ୍ଥିତି ଉପରେ ନୁହେଁ ବରଂ ଆମର ପ୍ରକୃତି ଉପରେ ନିର୍ଭର କରେ।”
― Martha Washington

Quote #8
“ମୁଁ ଏମିତି ଲୋକଙ୍କୁ ପସନ୍ଦ କରେ ଯେଉଁମାନେ ଅସୁବିଧାରେ ରହି ମଧ୍ୟ ହସନ୍ତି।”
― Leonardo da Vinci

Quote #9
“ଯଦି ତୁମର ସ୍ୱପ୍ନ ଅଛି, ତେବେ ଏହିପରି ବସି ରୁହ ନାହିଁ। ନିଜର ସ୍ୱପ୍ନକୁ ପୂରଣ କରିବା ପାଇଁ କୌଣସି ସୁଯୋଗକୁ ହାତ ଛଡ଼ା କର ନାହିଁ।”
― Dr Roopleen

Quote #10
“ଯେତେବେଳେ ତୁମେ ତୁମର ପ୍ରକୃତିକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଯାଅ। ସେତେବେଳେ ତୁମେ ତୁମର ଜୀବନକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଯାଅ।”
― Roy T. Bennett

Quote #11
“ତୁମେ ଜଣେ ମଣିଷ ଏବଂ ତୁମର କେବଳ ଗୋଟିଏ ଜୀବନ ଅଛି। ତୁମ ଜୀବନକୁ ତୁମେ କିପରି ସର୍ବୋତ୍ତମ ଜୀବନ କରିବ ତାହା ତୁମ ହାତରେ।”
― Dan Howell

Quote #12
“ଯେତେବେଳେ ଜଣେ ମଣିଷ ନିଜ ଅନୁଭବର ଶିକାର ହୁଏ, ସେତେବେଳେ ସେ ନିଜର ମାଲିକ ହୋଇ ରହେ ନାହିଁ।”
― Benedict de Spinoza

Quote #13
“ସମସ୍ୟା ତୁମର ସମସ୍ୟା ନୁହେଁ। ସମସ୍ୟା ବିଷୟରେ ତୁମର ମନୋଭାବ ହେଉଛି ତୁମର ସମସ୍ୟା।”
― Captain Jack Sparrow

Quote #14
“ଲୋକମାନେ ତୁମ ବିଷୟରେ କ’ଣ ଭାବନ୍ତି? ଯେତେବେଳେ ତୁମେ ଏହି ଚିନ୍ତାଧାରା ପାଇଁ ଜୀବନକୁ ଜିଇଁବା ବନ୍ଦ କରିଦିଅ, ବାସ୍ତବ ଜୀବନ ଏହି ଠାରୁ ଆରମ୍ଭ ହୁଏ।”
― Shannon L. Alder

Quote #15
“କେତେ ଲୋକ ତୁମ ଉପରେ ବିଶ୍ୱାସ କରନ୍ତି ବା ନକରନ୍ତି ସେଥିରେ କିଛି ଫରକ ପଡ଼େ ନାହିଁ। ତୁମର ନିଜ ଉପରେ ସର୍ବାଧିକ ଆତ୍ମବିଶ୍ୱାସ ରହିବା ଉଚିତ୍।”
― Pablo

Quote #16
“ଖଜାନା ପାଇଁ ପୁରା ଦୁନିଆ ଖୋଜିବା ବନ୍ଦ କର, ପ୍ରକୃତ ଖଜାନା ତୁମ ନିଜ ପାଖରେ ଅଛି।”
― Pablo

Quote #17
“ଜୀବନର ସୌନ୍ଦର୍ଯ୍ୟ ହେଉଛି ତୁମର DESTINY ସର୍ବଦା ତୁମ ହାତରେ। ଆଗକୁ ବଢ଼ିଚାଲ ଏବଂ ମହାନ ହୁଅ।”
― Pablo

Quote #18
“ମୁଁ କୌଣସି ଜିନିଷ ଉପରେ ଏକ୍ସପର୍ଟ ହେବା ପୂର୍ବରୁ, ମୋତେ ପ୍ରଥମେ ନିଜର ଏକ ଏକ୍ସପର୍ଟ ହେବାକୁ ପଡ଼ିବ।”
― Charles F. Glassman

Quote #19
“ମୁଁ ଯେମିତ ସେମିତି ରୁହେ। ମୁଁ ଜୀବନକୁ ଉପଭୋଗ କରେ। ମୁଁ କାହିଁକି ଅନ୍ୟ କାହା ପ୍ରତି ଧ୍ୟାନ ଦେବି?”
― Pablo Tusset

Quote #20
“ଯେତେବେଳେ ଜଣେ ବ୍ୟକ୍ତି ନର୍ଭସ ହୁଏ ତେବେ ତୁମେ ତାଙ୍କର ପ୍ରକୃତ ପ୍ରକୃତି ଦେଖି ପାରିବ।”
― Toba Beta

Quote #21
“କିଛି ଲୋକ ତୁମକୁ ଅପମାନିତ କରିବା ପାଇଁ ତୁମଠାରୁ ଆହୁରି ଭଲ ହେବାର ନାଟକ କରନ୍ତି।”
― Mokokoma Mokhonoana

Quote #22
“ତୁମର ATTITUDE ନିର୍ଣ୍ଣୟ କରେ ତୁମେ ଦୁନିଆକୁ କେତେ ଅନୁଭବ କରିଛ।”
― Sanaya Roman

Quote #23
“ଗତକାଲି ଅପେକ୍ଷା ନିଜକୁ ଜଣେ ଭଲ ମଣିଷ କରିବାକୁ ସର୍ବଦା ଚେଷ୍ଟା କରିବା ଉଚିତ, କାରଣ ଆସନ୍ତାକାଲି ନିଶ୍ଚିତ ନୁହେଁ।”
― Tina A. Morgan

Quote #24
“ଯେତେବେଳେ ତୁମେ ଅନ୍ୟମାନଙ୍କ ସୌନ୍ଦର୍ଯ୍ୟକୁ ଦେଖିପାରିବ ସେତେବେଳେ ତୁମେ ନିଜେ ଏକ ସୁନ୍ଦର ବ୍ୟକ୍ତି ହୋଇଯିବ।”
― Bryant McGill

Quote #25
“ଯେତେବେଳେ ଆମର ଭାବନା ଆମର ସାମର୍ଥ୍ୟକୁ ଅତିକ୍ରମ କରେ, ସେତେବେଳେ ଅସମ୍ଭବ ବି ସମ୍ଭବ ହୋଇଯାଏ।”
― John C. Maxwell

Quote #26
“ATTITUDE ହେଉଛି ପ୍ରଥମ ଗୁଣ ଯାହା ଜଣେ ସଫଳ ବ୍ୟକ୍ତିଙ୍କୁ ଚିହ୍ନିତ କରେ। ଯଦି ତାଙ୍କର POSITIVE ATTITUDE ହୁଏ ଏବଂ ସେ ଜଣେ POSITIVE THINKER, ଯିଏ କି ଆହ୍ୱାନ ଏବଂ କଠିନ ପରିସ୍ଥିତିକୁ ପସନ୍ଦ କରେ, ତେବେ ତାଙ୍କୁ ପ୍ରଥମରୁ ହିଁ ଅଧା ସଫଳତା ମିଳିଯାଏ।”
― John C. Maxwell
Quote #27
“ଯଦି ଜଣେ ନେତାଙ୍କର ଭଲ ATTITUDE ଥାଏ, ପରିବେଶ ସୁଖଦ ହୋଇଥାଏ, ଏବଂ ପରିବେଶ ସହିତ କାମ କରିବା ସହଜ ହୋଇଥାଏ। କିନ୍ତୁ ଯଦି ତାଙ୍କର ATTITUDE ଖରାପ, ତେବେ ସବୁକିଛି ଅସହ୍ୟ ଲାଗେ।”
― John C. Maxwell

Quote #28
“ତୁମର ମସ୍ତିଷ୍କ ହେଉଛି ତୁମର ସର୍ବଶ୍ରେଷ୍ଠ ଶକ୍ତି। ଏହାକୁ ସଠିକ୍ ଭାବରେ ବ୍ୟବହାର କର।”
― Aneta Cruz

Quote #29
“କାହାର ଯନ୍ତ୍ରଣା ଅନୁଭବ ନକରିବା ପର୍ଯ୍ୟନ୍ତ କାହାର ଭାବନାକୁ ବିଚାର କର ନାହିଁ।”
― Ziad K. Abdelnour

Thanks for reading Inspiring Attitude Quotes in Odia.
Recommended Articles: