Inspiring Attitude Quotes in Odia | ମୂଲ୍ୟବୋଧକ କଥା

Read here Inspiring Attitude Quotes in Odia. ମଣିଷର ସ୍ୱଭାବ ବିଷୟରେ ମୂଲ୍ୟବୋଧ କଥା ଓଡ଼ିଆରେ ପଢ଼ନ୍ତୁ।

Quote #1

“ଆମର ଜୀବନ ହେଉଛି ତାହା ଯାହା ଆମେ ଅନ୍ୟ ସାମ୍ନାରେ ଦେଖେଇ ହେଉ। ସେଥିପାଇଁ ଆମକୁ ସତର୍କ ରହିବା ଆବଶ୍ୟକ।”

― Kurt Vonnegut
Inspiring Odia Attitude Quotes

Quote #2

“ସବୁକିଛି ଆମର ପସନ୍ଦ ନାପସନ୍ଦ ଉପରେ ନିର୍ଭର କରେ। ଆମେ ଯେମିତି ହେବାକୁ ଚାହୁଁ ତାହା ହିଁ ହେଉ | ତେଣୁ, ଆମେ ଯାହା ହେବାକୁ ବାଛିବା , ସତର୍କତାର ସହ ବାଛିବା।”

― Roy T. Bennett
Inspiring Odia Attitude Quotes

Quote #3

“EXPLANATION ଦେବାରେ ନିଜର ସମୟ ନଷ୍ଟ କରନ୍ତୁ ନାହିଁ: ଲୋକମାନେ କେବଳ ତାହା ଶୁଣନ୍ତି ଯାହା ସେ ଶୁଣିବାକୁ ଚାହାଁନ୍ତି।”

― Paulo Coelho
Inspiring Odia Attitude Quotes

Quote #4

“ତୁମର ଖୁସି ତୁମର ମାନସିକତା ଏବଂ ମନୋଭାବ ଉପରେ ନିର୍ଭର କରେ।”

― Roy T. Bennett
Inspiring Odia Attitude Quotes

Quote #5

“ତୁମର ଜୀବନ ତାହା, ଯାହା ତୁମର ଚିନ୍ତାଧାରା।”

― Marcus Aurelius
Inspiring Odia Attitude Quotes

Quote #6

“ତୁମ ସହିତ କ’ଣ ଘଟୁଛି ତୁମେ ତାକୁ ନିୟନ୍ତ୍ରଣ କରିପାରିବ ନାହିଁ | କିନ୍ତୁ ତୁମେ ତୁମର ଚିନ୍ତାଧାରାକୁ ନିୟନ୍ତ୍ରଣ କରିପାରିବ।”

― Roy T. Bennett
Inspiring Odia Attitude Quotes

Quote #7

“ଆମର ସୁଖ ବା ଦୁଃଖ ଆମ ପରିସ୍ଥିତି ଉପରେ ନୁହେଁ ବରଂ ଆମର ପ୍ରକୃତି ଉପରେ ନିର୍ଭର କରେ।”

― Martha Washington
Inspiring Odia Attitude Quotes

Quote #8

“ମୁଁ ଏମିତି ଲୋକଙ୍କୁ ପସନ୍ଦ କରେ ଯେଉଁମାନେ ଅସୁବିଧାରେ ରହି ମଧ୍ୟ ହସନ୍ତି।”

― Leonardo da Vinci
Inspiring Odia Attitude Quotes

Quote #9

“ଯଦି ତୁମର ସ୍ୱପ୍ନ ଅଛି, ତେବେ ଏହିପରି ବସି ରୁହ ନାହିଁ। ନିଜର ସ୍ୱପ୍ନକୁ ପୂରଣ କରିବା ପାଇଁ କୌଣସି ସୁଯୋଗକୁ ହାତ ଛଡ଼ା କର ନାହିଁ।”

― Dr Roopleen
Inspiring Odia Attitude Quotes

Quote #10

“ଯେତେବେଳେ ତୁମେ ତୁମର ପ୍ରକୃତିକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଯାଅ। ସେତେବେଳେ ତୁମେ ତୁମର ଜୀବନକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଯାଅ।”

― Roy T. Bennett
Inspiring Odia Attitude Quotes

Quote #11

“ତୁମେ ଜଣେ ମଣିଷ ଏବଂ ତୁମର କେବଳ ଗୋଟିଏ ଜୀବନ ଅଛି। ତୁମ ଜୀବନକୁ ତୁମେ କିପରି ସର୍ବୋତ୍ତମ ଜୀବନ କରିବ ତାହା ତୁମ ହାତରେ।”

― Dan Howell
Inspiring Odia Attitude Quotes

Quote #12

“ଯେତେବେଳେ ଜଣେ ମଣିଷ ନିଜ ଅନୁଭବର ଶିକାର ହୁଏ, ସେତେବେଳେ ସେ ନିଜର ମାଲିକ ହୋଇ ରହେ ନାହିଁ।”

― Benedict de Spinoza
Inspiring Odia Attitude Quotes

Quote #13

“ସମସ୍ୟା ତୁମର ସମସ୍ୟା ନୁହେଁ। ସମସ୍ୟା ବିଷୟରେ ତୁମର ମନୋଭାବ ହେଉଛି ତୁମର ସମସ୍ୟା।”

― Captain Jack Sparrow
Inspiring Odia Attitude Quotes

Quote #14

“ଲୋକମାନେ ତୁମ ବିଷୟରେ କ’ଣ ଭାବନ୍ତି? ଯେତେବେଳେ ତୁମେ ଏହି ଚିନ୍ତାଧାରା ପାଇଁ ଜୀବନକୁ ଜିଇଁବା ବନ୍ଦ କରିଦିଅ, ବାସ୍ତବ ଜୀବନ ଏହି ଠାରୁ ଆରମ୍ଭ ହୁଏ।”

― Shannon L. Alder
Inspiring Odia Attitude Quotes

Quote #15

“କେତେ ଲୋକ ତୁମ ଉପରେ ବିଶ୍ୱାସ କରନ୍ତି ବା ନକରନ୍ତି ସେଥିରେ କିଛି ଫରକ ପଡ଼େ ନାହିଁ। ତୁମର ନିଜ ଉପରେ ସର୍ବାଧିକ ଆତ୍ମବିଶ୍ୱାସ ରହିବା ଉଚିତ୍।”

― Pablo
Inspiring Odia Attitude Quotes

Quote #16

“ଖଜାନା ପାଇଁ ପୁରା ଦୁନିଆ ଖୋଜିବା ବନ୍ଦ କର, ପ୍ରକୃତ ଖଜାନା ତୁମ ନିଜ ପାଖରେ ଅଛି।”

― Pablo
Inspiring Odia Attitude Quotes

Quote #17

“ଜୀବନର ସୌନ୍ଦର୍ଯ୍ୟ ହେଉଛି ତୁମର DESTINY ସର୍ବଦା ତୁମ ହାତରେ। ଆଗକୁ ବଢ଼ିଚାଲ ଏବଂ ମହାନ ହୁଅ।”

― Pablo
Inspiring Odia Attitude Quotes

Quote #18

“ମୁଁ କୌଣସି ଜିନିଷ ଉପରେ ଏକ୍ସପର୍ଟ ହେବା ପୂର୍ବରୁ, ମୋତେ ପ୍ରଥମେ ନିଜର ଏକ ଏକ୍ସପର୍ଟ ହେବାକୁ ପଡ଼ିବ।”

― Charles F. Glassman
Inspiring Odia Attitude Quotes

Quote #19

“ମୁଁ ଯେମିତ ସେମିତି ରୁହେ। ମୁଁ ଜୀବନକୁ ଉପଭୋଗ କରେ। ମୁଁ କାହିଁକି ଅନ୍ୟ କାହା ପ୍ରତି ଧ୍ୟାନ ଦେବି?”

― Pablo Tusset
Inspiring Odia Attitude Quotes

Quote #20

“ଯେତେବେଳେ ଜଣେ ବ୍ୟକ୍ତି ନର୍ଭସ ହୁଏ ତେବେ ତୁମେ ତାଙ୍କର ପ୍ରକୃତ ପ୍ରକୃତି ଦେଖି ପାରିବ।”

― Toba Beta
Inspiring Odia Attitude Quotes

Quote #21

“କିଛି ଲୋକ ତୁମକୁ ଅପମାନିତ କରିବା ପାଇଁ ତୁମଠାରୁ ଆହୁରି ଭଲ ହେବାର ନାଟକ କରନ୍ତି।”

― Mokokoma Mokhonoana
Inspiring Odia Attitude Quotes

Quote #22

“ତୁମର ATTITUDE ନିର୍ଣ୍ଣୟ କରେ ତୁମେ ଦୁନିଆକୁ କେତେ ଅନୁଭବ କରିଛ।”

― Sanaya Roman
Inspiring Odia Attitude Quotes

Quote #23

“ଗତକାଲି ଅପେକ୍ଷା ନିଜକୁ ଜଣେ ଭଲ ମଣିଷ କରିବାକୁ ସର୍ବଦା ଚେଷ୍ଟା କରିବା ଉଚିତ, କାରଣ ଆସନ୍ତାକାଲି ନିଶ୍ଚିତ ନୁହେଁ।”

― Tina A. Morgan
Inspiring Odia Attitude Quotes

Quote #24

“ଯେତେବେଳେ ତୁମେ ଅନ୍ୟମାନଙ୍କ ସୌନ୍ଦର୍ଯ୍ୟକୁ ଦେଖିପାରିବ ସେତେବେଳେ ତୁମେ ନିଜେ ଏକ ସୁନ୍ଦର ବ୍ୟକ୍ତି ହୋଇଯିବ।”

― Bryant McGill
Inspiring Odia Attitude Quotes

Quote #25

“ଯେତେବେଳେ ଆମର ଭାବନା ଆମର ସାମର୍ଥ୍ୟକୁ ଅତିକ୍ରମ କରେ, ସେତେବେଳେ ଅସମ୍ଭବ ବି ସମ୍ଭବ ହୋଇଯାଏ।”

― John C. Maxwell
Inspiring Odia Attitude Quotes

Quote #26

“ATTITUDE ହେଉଛି ପ୍ରଥମ ଗୁଣ ଯାହା ଜଣେ ସଫଳ ବ୍ୟକ୍ତିଙ୍କୁ ଚିହ୍ନିତ କରେ। ଯଦି ତାଙ୍କର POSITIVE ATTITUDE ହୁଏ ଏବଂ ସେ ଜଣେ POSITIVE THINKER, ଯିଏ କି ଆହ୍ୱାନ ଏବଂ କଠିନ ପରିସ୍ଥିତିକୁ ପସନ୍ଦ କରେ, ତେବେ ତାଙ୍କୁ ପ୍ରଥମରୁ ହିଁ ଅଧା ସଫଳତା ମିଳିଯାଏ।”

― John C. Maxwell

Quote #27

“ଯଦି ଜଣେ ନେତାଙ୍କର ଭଲ ATTITUDE ଥାଏ, ପରିବେଶ ସୁଖଦ ହୋଇଥାଏ, ଏବଂ ପରିବେଶ ସହିତ କାମ କରିବା ସହଜ ହୋଇଥାଏ। କିନ୍ତୁ ଯଦି ତାଙ୍କର ATTITUDE ଖରାପ, ତେବେ ସବୁକିଛି ଅସହ୍ୟ ଲାଗେ।”

― John C. Maxwell
Inspiring Odia Attitude Quotes

Quote #28

“ତୁମର ମସ୍ତିଷ୍କ ହେଉଛି ତୁମର ସର୍ବଶ୍ରେଷ୍ଠ ଶକ୍ତି। ଏହାକୁ ସଠିକ୍ ଭାବରେ ବ୍ୟବହାର କର।”

― Aneta Cruz
Inspiring Odia Attitude Quotes

Quote #29

“କାହାର ଯନ୍ତ୍ରଣା ଅନୁଭବ ନକରିବା ପର୍ଯ୍ୟନ୍ତ କାହାର ଭାବନାକୁ ବିଚାର କର ନାହିଁ।”

― Ziad K. Abdelnour
Inspiring Odia Attitude Quotes

Thanks for reading Inspiring Attitude Quotes in Odia.

Recommended Articles:

Leave a Reply

ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍

Work from Home

Know about Blogging

Hindi Blog

Follow us

Subscribe କରନ୍ତୁ

%d bloggers like this: