The Government of Odisha (ଓଡ଼ିଶାର ଶାସନ ବ୍ୟବସ୍ଥା)

Read about the Government of Odisha to know more about Odisha.

ରାଜ୍ୟପାଳ, ବିଧାନସଭା ଏବଂ ନ୍ୟାୟପାଳିକା ଦ୍ୱାରା ଓଡ଼ିଶା ପରିଚାଳିତ।

ଓଡିଶାର ପରିଚାଳନା କରିବା ପାଇଁ ରାଜ୍ୟର ମୁଖ୍ୟ ହେଉଛନ୍ତି ରାଜ୍ୟପାଳ, ଯିଏକି କେନ୍ଦ୍ର ସରକାରଙ୍କ ପରାମର୍ଶରେ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହୁଅନ୍ତି | ବର୍ତ୍ତମାନ ଓଡ଼ିଶାର ରାଜ୍ୟପାଳ ହେଉଛନ୍ତି Professor Ganeshi Lal।

ରାଜ୍ୟର ମୁଖ୍ୟମନ୍ତ୍ରୀ ହେଉଛନ୍ତି ଓଡିଶା ସରକାରର ଶାସନ ମୁଖ୍ୟ। ରାଜ୍ୟର ଅଧିକାଂଶ କ୍ଷମତାଭାର ମୁଖ୍ୟମନ୍ତ୍ରୀ ତୁଲାନ୍ତି। ନବୀନ ପଟ୍ଟନାୟକ ହେଉଛନ୍ତି ଓଡ଼ିଶାର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ତାଙ୍କର ମନ୍ତ୍ରୀମଣ୍ଡଳ ରହିଛି।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଧାନସଭାର ସଦସ୍ୟ ମାନଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି। ଓଡ଼ିଶାର ବିଧାନସଭା 147 ଟି ବିଧାନସଭା ଆସନକୁ ନେଇ ଗଠିତ। ଏହାର ସଦସ୍ୟ ମାନଙ୍କ ଶାସନ କାଳ 5 ବର୍ଷ।

ବିଧାନସଭାର ସଦସ୍ୟ ମାନେ ଓଡ଼ିଶାର 147 ଟି ଭିନ୍ନ ଭିନ୍ନ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ଆସନ୍ତି। ସେମାନଙ୍କୁ ବିଧାନସଭା ସଦସ୍ୟ ବା M.L.A (Member of the Legislative Assembly) ବୋଲି କୁହାଯାଏ।

ନିର୍ବାଚିତ ବିଧାନସଭାର ସଦସ୍ୟ ମାନଙ୍କ ମୁଖ୍ୟଙ୍କୁ ଓଡ଼ିଶାର ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରନ୍ତି। ମୁଖ୍ୟମନ୍ତ୍ରୀ ନିଜ ଦଳର ସଦସ୍ୟ ମାନଙ୍କୁ ନେଇ ନିଜର ମନ୍ତ୍ରୀ ମଣ୍ଡଳ ଗଠନ କରନ୍ତି।

ମୁଖ୍ୟମନ୍ତ୍ରୀ ରାଜ୍ୟର କାର୍ଯ୍ୟଭାରକୁ ମନ୍ତ୍ରୀ ମାନଙ୍କ ମଧ୍ୟରେ ବଣ୍ଟନ କରନ୍ତି।

ଓଡ଼ିଶାର ବିଧାନସଭା ଭୁବନେଶ୍ୱରରେ ଅବସ୍ଥିତ ଏବଂ ଭୁବନେଶ୍ୱର ହେଉଛି ଓଡିଶାର ରାଜଧାନୀ।

କେନ୍ଦ୍ରରେ ଓଡ଼ିଶାର ପ୍ରତିନିଧିତ୍ବ କରିବା ପାଇଁ 21ଟି ଲୋକସଭା ଆସନ, 10ଟି ରାଜ୍ୟସଭା ଆସନ ରହିଛି। ଲୋକସଭା ସଦସ୍ୟ ମାନେ ଲୋକ ମାନଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି ଏବଂ ରାଜ୍ୟସଭା ସଦସ୍ୟ ମାନେ ବିଧାନସଭା ସଦସ୍ୟଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି।

Departments of Government of Odisha

Chief MinisterNaveen Patnaik
General Administration & Public GrievanceNaveen Patnaik (Chief Minister of Odisha)
Agriculture & Farmers’ EmpowermentArun Kumar Sahoo (Cabinet Minister)
Commerce & TransportPadmanabha Behera (Cabinet Minister)
Co-operationRanendra Pratap Swain (Cabinet Minister)
Electronics & Information TechnologyTusharkanti Behera [Minister of State (Independent Charge)]
EnergyDibya Shankar Mishra [Minister of State (Independent Charge) & Minister of State for Home]
ExciseNiranjan Pujari (Cabinet Minister)
FinanceNiranjan Pujari (Cabinet Minister)
Fisheries & Animal Resources DevelopmentArun Kumar Sahoo (Cabinet Minister)
Food Supplies & Consumer WelfareRanendra Pratap Swain (Cabinet Minister)
Forest & EnvironmentBikram Keshari Arukha (Cabinet Minister)
Handlooms,Textiles & HandicraftsSmt. Padmini Dian [Minister of State (Independent Charge)]
Health & Family WelfareNaba Kishore Das (Cabinet Minister)
Higher Education DepartmentArun Kumar Sahoo (Cabinet Minister)
HomeNaveen Patnaik (Chief Minister of Odisha)
Housing & Urban DevelopmentPratap Jena (Cabinet Minister)
IndustriesDibya Shankar Mishra [Minister of State (Independent Charge) & Minister of State for Home]
Information & Public RelationsRaghunandan Das [Minister of State (Independent Charge)]
Labour & Employees’ State InsuranceSusanta Singh (Cabinet Minister)
LawPratap Jena (Cabinet Minister)
Micro, Small & Medium EnterpriseDibya Shankar Mishra [Minister of State (Independent Charge) & Minister of State for Home]
Odia Language Literature & Culture DepartmentJyoti Prakash Panigrahi [Minister of State (Independent Charge)]
Panchayati Raj & Drinking WaterPratap Jena (Cabinet Minister)
Parliamentary AffairsBikram Keshari Arukha (Cabinet Minister)
Planning & ConvergencePadmanabha Behera (Cabinet Minister)
Public EnterprisesAshok Chandra Panda (Minister of State) (Independent Charge)
Rural DevelopmentSusanta Singh (Cabinet Minister)
Revenue & Disaster ManagementSudam Marndi (Cabinet Minister)
School & Mass EducationSamir Ranjan Das [Minister of State (Independent Charge)]
Science & TechnologyAshok Chandra Panda (Minister of State) (Independent Charge)
Skill Development & Technical EducationPremananda Nayak [Minister of State (Independent Charge)]
Social Security & Empowerment of Persons with DisabilitiesAshok Chandra Panda (Minister of State) (Independent Charge)
Sports & Youth ServicesTusharkanti Behera [Minister of State (Independent Charge)]
ST & SC Development, Minorities & Backward Classes WelfareJagannath Sarka [Minister of State (Independent Charge)]
Steel & MinesPrafulla Kumar Mallik (Cabinet Minister)
TourismJyoti Prakash Panigrahi [Minister of State (Independent Charge)]
Water ResourcesRaghunandan Das [Minister of State (Independent Charge)]
Women & Child Development & Mission ShaktiSmt. Tukuni Sahu (Cabinet Minister)
WorksPrafulla Kumar Mallik (Cabinet Minister)

Recommended Articles:

Thanks for reading. If you liked this article then share it with your friends and also follow us on our Instagram, Facebook page to stay updated.

Leave a Reply

ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍

Work from Home

Know about Blogging

Hindi Blog

Follow us

Subscribe କରନ୍ତୁ

%d bloggers like this: