Ability Quotes in Odia | Ability WhatsApp Status, Messages in Odia

Ability Quotes In Odia: କିଛି କରିବାର ଶକ୍ତିକୁ ଦକ୍ଷତା କୁହାଯାଏ। ଏହା ଜଣେ ବ୍ୟକ୍ତିର ବିଶେଷ ପ୍ରତିଭା। ସମସ୍ତେ ଗୋଟିଏ ଉପାୟରେ ଗୋଟିଏ କାମ କରିପାରିବେ ନାହିଁ। ସମସ୍ତଙ୍କର କାର୍ଯ୍ୟ କରିବାର ପଦ୍ଧତି ଅଲଗା ଅଲଗା ଅଟେ। କିନ୍ତୁ ଜଣଙ୍କର ସାମର୍ଥ୍ୟ ଜାଣିବା ଟିକିଏ କଷ୍ଟକର। ଏହି ସାମର୍ଥ୍ୟ ବିଷୟରେ ଅଧିକ ସୂଚନା ପାଇଁ, ଦକ୍ଷତା ବିଷୟରେ ଆମକୁ କିଛି ମୂଲ୍ୟବାନ ଜିନିଷ ପଢ଼ିବାକୁ ପଢ଼ିବ।

ତେବେ ଆସନ୍ତୁ ମଣିଷର ସାମର୍ଥ୍ୟ ବିଷୟରେ କିଛି ମୂଲ୍ୟବାନ କଥା ପଢ଼ିବା।

Let’s read some Motivational Thoughts in Odia about the ability. The best Ability quotes, status, and messages in Odia.

Ability Quotes in Odia

ତୁମେ ସମସ୍ତଙ୍କଠାରୁ ଅଲଗା। ତୁମର ପାଖରେ ଥିବା ପ୍ରତିଭା ଏବଂ ଦକ୍ଷତା ମଧ୍ୟ ସମସ୍ତଙ୍କଠୁ ଅଲଗା। ତେଣୁ ତୁମକୁ କଦାପି ଅନ୍ୟମାନଙ୍କ ପଦାନୁସରଣ କରିବା ଉଚିତ୍ ନୁହେଁ।

― Roy T. Bennett
Ability Quotes in Odia
Ability Quotes in Odia

ସବୁବେଳେ ନିଜକୁ ମନେ ପକାଇବାକୁ ପଡ଼ିବ ଯେ ଅନ୍ୟ ସମସ୍ତେ ଯାହା କରୁଛନ୍ତି ତାହା ଆମେ କରିବା ଉଚିତ୍ ନୁହେଁ।

― Roy T. Bennett
Ability Quotes in Odia

ଭଗବାନ ତୁମକୁ ଯେଉଁ ପ୍ରତିଭା ଦେଇଛନ୍ତି, ତାହାର ବିକାଶ କରିବା ତୁମର ଦାୟିତ୍ୱ।

― Roy T. Bennett
Ability Quotes in Odia

ମୁଁ ଜଣେ ମଣିଷ । ମୁଁ ସବୁକିଛି କରିପାରିବି ନାହିଁ। କିନ୍ତୁ କିଛି ତ କରିପାରିବି!!! ଯଦି ମୁଁ କିଛି କରିପାରିବି, ତେବେ ମୁଁ ଯାହା କରିପାରିବି ତାହା କରିବାକୁ ମନା କାହିଁକି କରିବି?

― Edward Everett Hale
Ability Quotes in Odia

ନିଜ ପ୍ରତି ବିଶ୍ୱାସ ରଖ! ନିଜର ଦକ୍ଷତା ଏବଂ ଶକ୍ତି ଉପରେ ବିଶ୍ୱାସ ରଖ।

― Norman Vincent Peale
Ability Quotes in Odia

ନିଜ ଭିତରେ ଥିବା ଅସୀମ ଦକ୍ଷତା ଉପରେ ବିଶ୍ୱାସ କର। ତୁମ ନିଜର କିଛି ସୀମା ଅଛି ଯାହା ତୁମେ ନିଜେ ନିର୍ଦ୍ଧାରଣ କରିଛ।

― Norman Vincent Peale
Ability Quotes in Odia

ନିଜ ଉପରେ ଏବଂ ନିଜର ଦକ୍ଷତା ଉପରେ ବିଶ୍ୱାସ କର। କେବେବି ନିଜକୁ ସନ୍ଦେହ ଘେରରେ ରହିବାକୁ ଦିଅ ନାହିଁ | ତୁମେ ଯାହା ସ୍ୱପ୍ନ ଦେଖୁଛ ଏବଂ ଯେଉଁ ଲକ୍ଷ୍ୟ ପାଇଁ ଆଶା କରୁଛ, ସେଥିପାଇଁ ତୁମେ ହିଁ ଯୋଗ୍ୟ ବ୍ୟକ୍ତି।

― Roy T. Bennett
Ability Quotes in Odia

ଅନେକ ଲୋକ ଅପ୍ରତ୍ୟାଶିତ ସମସ୍ୟାରୁ ଦୂରେଇ ରହିବାକୁ ପ୍ରାର୍ଥନା କରନ୍ତି। କିଛି ଲୋକ ସମସ୍ୟାକୁ ସାମ୍ନା କରିବାକୁ ଏବଂ ସେମାନଙ୍କୁ ଦୂର କରିବାକୁ ସକ୍ଷମ ହେବାକୁ ପ୍ରାର୍ଥନା କରନ୍ତି।

― Toba Beta
Ability Quotes in Odia

ତୁମ ପାଖରେ ତୁମର ପ୍ରତିକ୍ରିୟା ବାଛିବା ପାଇଁ ଯଥେଷ୍ଟ କ୍ଷମତା ଅଛି। କାହାର ସହଯୋଗ ନିଅ ନାହିଁ।

― Steve Maraboli
Ability Quotes in Odia

ଦକ୍ଷତା ବିନା ସୁଯୋଗ ଏକ ଛୋଟ ଖାତା ପରି ଅଟେ ।

― Napoleon Bonaparte
Ability Quotes in Odia

ଅଜବ ସ୍ଥାନରେ ସୌନ୍ଦର୍ଯ୍ୟକୁ ଖୋଜିବାର କ୍ଷମତା ତୁମ ପାଖରେ ହିଁ ଅଛି।

― Kamila Shamsie
Ability Quotes in Odia

ସମ୍ମାନ ବିନା ଯୋଗ୍ୟତାର କୌଣସି ମୂଲ୍ୟ ନାହିଁ।

― Marcus T. Cicero
Ability Quotes in Odia

କଳ୍ପନା ଶକ୍ତିକୁ ବ୍ୟବହାର କରି ଜୀବନକୁ ପରିବର୍ତ୍ତନ କରିବାର କ୍ଷମତା ଆମର ଅଛି। କଳ୍ପନା ଏକ ମାଂସପେଶୀ ଭଳି ଅଟେ। ଯେତେ ଅଧିକ ଏହାକୁ ବ୍ୟବହାର କରିବେ, ସେତେ ଅଧିକ ସେ ଶକ୍ତିଶାଳୀ ହେବ।

― Rodman Philbrick
Ability Quotes in Odia

ଯେକୌଣସି କ୍ଷେତ୍ରରେ ଆଲୋକିତ ହେବାର ଏବଂ ନିଜର ପଦଚିହ୍ନ ସୃଷ୍ଟି କରିବାର କ୍ଷମତା ଆମ ପାଖରେ ଅଛି। ଆମର କାମ ହେଉଛି ଏକ ନିର୍ଦ୍ଦିଷ୍ଟ ଦିଗର ଆବିଷ୍କାର କରିବା, ସେହି ଦିଗରେ ଉତ୍କର୍ଷତା ହାସଲ କରିବା ଏବଂ ଏକ ସ୍ଥାୟୀ କ୍ଷେତ୍ରର ନିର୍ମାଣ କରିବା।

― Roopleen
Ability Quotes in Odia

ଏହି ଦୁନିଆର ସବୁଠାରୁ ବଡ଼ ଉପହାର ହେଉଛି ଅନ୍ୟମାନଙ୍କୁ ହସେଇବାର କ୍ଷମତା।

― J.E.B. Spredemann
Ability Quotes in Odia

ବୁଦ୍ଧିମତ୍ତା ଭଗବାନଙ୍କ ଦ୍ୱାରା ଦିଆଯାଇଥିବା ଏକ କ୍ଷମତା ଯାହା ଜୀବନକୁ ଏକ ଦୁର୍ଲଭ ବସ୍ତୁ ବୋଲି ଦେଖିଥାଏ ଏବଂ ସ୍ଥିରତାର ସହ ଏହାକୁ ସମ୍ଭାଳିଥାଏ।

― Elizabeth George
Ability Quotes in Odia

ଯେତେବେଳେ ତୁମେ ତୁମର ଆରାମ କ୍ଷେତ୍ର ବାହାରେ ପାଦ ରଖିବ, ସେତେବେଳେ ନେତୃତ୍ୱ ନେବା ଆରମ୍ଭ କରିବ।

― Roy T. Bennett
Ability Quotes in Odia

ସେମାନେ ହିଁ ସକ୍ଷମ ଯେଉଁମାନେ ଭାବନ୍ତି ସେମାନେ ସକ୍ଷମ ।

― Virgil
Ability Quotes in Odia

ଯଦି ତୁମେ ସ୍ବପ୍ନ ଦେଖି ପାରୁଛ ତାହେଲେ ତୁମେ ଏହାକୁ ପୁରା ବି କରି ପାରିବ।

― Helen Keller
Ability Quotes in Odia

Natural Ability ପ୍ରାକୃତିକ ଉଦ୍ଭିଦ ପରି; ସେମାନଙ୍କୁ ଅଧ୍ୟୟନ ଦ୍ୱାରା ସଜାଡ଼ିବା ଆବଶ୍ୟକ।

― Francis Bacon
manishara dakshata upare Mulyabodhak Katha

ଆମେ ଆମର ଦକ୍ଷତା ଦ୍ୱାରା ନୁହେଁ, କିନ୍ତୁ ଆମର ଦୃଷ୍ଟି ଶକ୍ତି ଦ୍ୱାରା ସୀମିତ।

― Abhishek Kumar
manishara dakshata upare Mulyabodhak Katha

ଅନ୍ୟକୁ ଗୁରୁତ୍ୱପୂର୍ଣ୍ଣ କରିବା ହେଉଛି ତୁମର ସର୍ବଶ୍ରେଷ୍ଠ ଦକ୍ଷତା।

― Meir Ezra

ତୁମର ସେହି ଲେନ୍ସକୁ ଆଡଜଷ୍ଟ କରିବାର କ୍ଷମତା ଅଛି ଯାହା ମାଧ୍ୟମରେ ତୁମେ ଦୁନିଆକୁ ଦେଖୁଛ।

― Jeffrey G. Duarte
manishara dakshata upare Mulyabodhak Katha

ଯେ ପର୍ଯ୍ୟନ୍ତ ଦୁନିଆକୁ ବଦଳେଇବାର କ୍ଷମତା ବିଷୟରେ ଆମର ଦୃଷ୍ଟିକୋଣ ବଦଳିନି, ସେ ପର୍ଯ୍ୟନ୍ତ ଆମକୁ ଏହା ଜଣା ପଡ଼ିବନି ଯେ ଆମ ପାଖରେ ଦୁନିଆକୁ ବଦଳେଇବାର କ୍ଷମତା ଅଛି।

― Craig D. Lounsbrough
manishara dakshata upare Mulyabodhak Katha

ଶକ୍ତି ଶାରୀରିକ ସାମର୍ଥ୍ୟରୁ ଆସେ ନାହିଁ | ଏହା ଏକ ଅବିସ୍ମରଣୀୟ ଇଚ୍ଛା ରୁ ଆସେ।

― Mahatma Gandhi
manishara dakshata upare Mulyabodhak Katha

ଦକ୍ଷତା ଆପଣଙ୍କୁ ଶୀର୍ଷରେ ପହଞ୍ଚେଇପାରେ, କିନ୍ତୁ ସେଠାରେ ରହିବାକୁ ହେଲେ ଏକ ଭଲ ଚରିତ୍ରର ଆବଶ୍ୟକତା ଅଛି।

― John Wooden
manishara dakshata upare Mulyabodhak Katha

ଆପଣ ଅନେକ ପରାଜୟର ସମ୍ମୁଖୀନ ହୋଇପାରନ୍ତି, କିନ୍ତୁ ପରାସ୍ତ ହେବା ଉଚିତ୍ ନୁହେଁ। ମନେରଖନ୍ତୁ ଯେ ଆପଣଙ୍କର ଅସୁବିଧା ଗୁଡ଼ିକ ଆପଣଙ୍କୁ ବ୍ୟାଖ୍ୟା କରେ ନାହିଁ। ଏହାକୁ ଦୂର କରିବାର କ୍ଷମତା ହିଁ ଆପଣଙ୍କୁ ବ୍ୟାଖ୍ୟା କରେ।

― Maya Angelou
manishara dakshata upare Mulyabodhak Katha

ଯୋଗ୍ୟତା ହେଉଛି ତୁମର କାର୍ଯ୍ୟକୁ ପୁରା କରିବାର ଦକ୍ଷତା। ପ୍ରେରଣା ସ୍ଥିର କରେ ଯେ ତୁମେ କଣ କର। ମନୋଭାବ ନିର୍ଣ୍ଣୟ କରେ ଯେ ତୁମେ ଏହି କାର୍ଯ୍ୟକୁ କେତେ ଭଲରେ କରି ପାରୁଛ।

― Lou Holtz
manishara dakshata upare Mulyabodhak Katha

ଯେକୌଣସି ବ୍ୟକ୍ତି କବିତାର ପ୍ରଥମ ଧାଡ଼ି ଲେଖିପାରିବେ, କିନ୍ତୁ ପ୍ରଥମ ଧାଡି ସହିତ ଦ୍ୱିତୀୟ ଧାଡି କବିତା ସୃଷ୍ଟି କରିବା ଅତ୍ୟନ୍ତ କଷ୍ଟକର।

― Mark Twain
manishara dakshata upare Mulyabodhak Katha

ତୁମ ପାଖରେ ଯାହା ବି ଅଛି, ତୁମେ ଯେଉଁଠାରେ ବି ଥାଅ, ତୁମେ ତାହା କର ଯାହା ତୁମେ କରି ପାରିବ।

― Franklin D. Roosevelt

Thanks for reading…

If you liked this article then share it with your friends. Also follow our Instagram Page to get daily motivational Quotes.

ଏହା ମଧ୍ୟ ପଢ଼ନ୍ତୁ:

Leave a Reply

ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍

Work from Home

Know about Blogging

Hindi Blog

Follow us

Subscribe କରନ୍ତୁ

%d bloggers like this: